Christian Songs Booth

Tag: Upasana christian song lyrics

  • ଦିଅ ମୋତେ ଦରଶନ

    ଦିଅ ମୋତେ ଦରଶନ କରେ ନିତି ଏହି ନିବେଦନ (୨ଥର)
    ରହିଛି ଅନାଇ ଦିବାନିଶି ଚାହିଁ
    ପ୍ରଭୁ କେବେ ହୋଇବ ପ୍ରସହ୍ନ (ଘୋଷା)

    ଧନ୍ୟ ତୁମ ପ୍ରେମ ଅନନ୍ତ ଅସିମ
    ପାପି ଲାଗି କ୍ରୁଶେ ଦେଲ ପ୍ରାଣ (୨ଥର)
    ନକର ଗୋପନ ତୁମ ଆଗମନ
    ଦେଖୁ ମୋର ଅନ୍ଧ ନୟନ (୧)

    ସୂଚୀମାଳାକୁ ଫେରନ୍ତୁ

    click the link below to listen full song