Christian Songs Booth

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ
ଚାଲିଯିବା ସେ ପଛେ ଚାଲିବା (ଘୋଷା)

ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)
ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)
ଆସ ଯିବା ସାନ୍ବନା ଲଭିବା .. |୧|

ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)
ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)
ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨|

ସୂଚୀମାଳାକୁ ଫେରନ୍ତୁ

Comments

  1. Junesh Bhuyan Avatar
    Junesh Bhuyan

    good oppertunity is my life

  2. […] ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ […]

Leave a Reply to Odia Christian Songs with Letter-A ଅ – Tapp Church Cancel reply

Your email address will not be published. Required fields are marked *